ଅର୍ଥ : କୋପ ଭାବ ବା ସେହିପ୍ରକାର କ୍ରୋଧ ଯାହା ମନେମନେ ରହେ
ଉଦାହରଣ :
ମୋ କଥା ଶୁଣି ତାଙ୍କୁ ଚିଡ଼ା ଲାଗୁଥିଲା
ସମକକ୍ଷ : ଚିଡ଼ା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯେ ସାଂସାରିକ ବସ୍ତୁ ତଥା ସୁଖ ପ୍ରତି ରାଗ ବା ଆସକ୍ତିକୁ ପୂରାପୂରି ଛାଡ଼ି ଦେଇଛନ୍ତି
ଉଦାହରଣ :
ଜରା, ମୃତ୍ୟୁଆଦି ଦେଖିଲା ପରେ ଭଗବାନ ବୁଦ୍ଧ ସଂସାର ପ୍ରତି ବିରାଗ ପ୍ରକାଶ କଲେ
ସମକକ୍ଷ : ଔଦାସୀନ୍ୟ, ବିତୃଷ୍ଣ, ବିମୁଖ, ବିରାଗ, ବୈରାଗ୍ୟ
ଅନ୍ୟ ଭାଷାରେ ଅନୁବାଦ :
जिसने सांसारिक वस्तुओं तथा सुखों के प्रति राग अथवा आसक्ति बिलकुल छोड़ दी हो।
विरक्त सिद्धार्थ को कठोर साधना के बाद बोध गया में बोधी वृक्ष के नीचे ज्ञान प्राप्त हुआ।Freed from enchantment.
disenchantedଅର୍ଥ : ଯେ କୌଣସି କାମ, ବସ୍ତୁ, ବ୍ୟକ୍ତିଆଦି ପ୍ରତି ବିରକ୍ତ ପ୍ରକାଶ କରିଛି
ଉଦାହରଣ :
କାମରେ ବିରକ୍ତ ହୋଇ ସ୍ତ୍ରୀଲୋକମାନେ ସିନେମା ଦେଖିବାକୁ ଚାଲିଗଲେ
ଅନ୍ୟ ଭାଷାରେ ଅନୁବାଦ :