ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବିବାହିତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବିବାହିତ   ବିଶେଷ୍ୟ

ଅର୍ଥ : ଯେଉଁ ପୁରୁଷର ବିବାହ ହୋଇସାରିଛି

ଉଦାହରଣ : ବିବାହିତମାନଙ୍କ ମେଳରେ ତୁମେ ଅବିବାହିତ କେଉଁଠୁ ଆସିଗଲ?

ସମକକ୍ଷ : ବିବାହିତ ପୁରୁଷ


ଅନ୍ୟ ଭାଷାରେ ଅନୁବାଦ :

वह व्यक्ति जिसका विवाह हो चुका हो।

विवाहितों की जमात में तुम कुँवारे कहाँ से आ गए।
विवाहित

A person who is married.

We invited several young marrieds.
married