ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଖରାପ ରାସ୍ତା
ଉଦାହରଣ : କୁପଥରେ ଚାଲିଲେ ଲକ୍ଷ୍ୟସ୍ଥଳରେ ପହଞ୍ଚିବ କିପରି?
ସମକକ୍ଷ : ଅପଥ, ଅମାର୍ଗ, କୁପଥ
ଅନ୍ୟ ଭାଷାରେ ଅନୁବାଦ :हिन्दी English
बुरी राह।
Activity that transgresses moral or civil law.
ଅର୍ଥ : ନ ଚାଲିବା ଯୋଗ୍ୟ ବାଟ ଅଥବା ବିକଟ ବା ଆବୁଡ଼ାଖାବୁଡ଼ା ବାଟ
ଉଦାହରଣ : ଅବାଟରେ ଚାଲିବାରୁ ତାଙ୍କୁ ବହୁତ କଷ୍ଟର ସମ୍ମୁଖୀନ ହେବାକୁ ପଡ଼ିଲା
ସମକକ୍ଷ : ଅପଥ, ଅବାଟ, କୁପଥ, କୁମାର୍ଗ
ଅନ୍ୟ ଭାଷାରେ ଅନୁବାଦ :हिन्दी
न चलने योग्य मार्ग अथवा विकट या बीहड़ मार्ग।
ସଂସ୍ଥାପନ କରନ୍ତୁ