ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ବର୍ତ୍ତମାନ ଅସ୍ତିତ୍ୱରେ ଅଛି ବା ଯାହାର ଅସ୍ତିତ୍ୱ ଥାଏ
ଉଦାହରଣ : ବିଦ୍ୟମାନ ସମସ୍ୟାଗୁଡ଼ିକର ସମାଧାନ ବିନା କିଛି ବି ହୋଇ ପାରିବ ନାହିଁ
ସମକକ୍ଷ : ଉପସ୍ଥିତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो अभी अस्तित्व में हो या जिसका अस्तित्व हो।
Presently existing.
ଅର୍ଥ : ପାଖ ବା ସମ୍ମୁଖସ୍ଥ
ଉଦାହରଣ : ଆଜି ଶ୍ରେଣୀର ଉପସ୍ଥିତ ଛାତ୍ର ସଂଖ୍ୟା କମ୍ ଥିଲା
ସମକକ୍ଷ : ଉପସ୍ଥିତ, ହାଜିର
ଅନ୍ୟ ଭାଷାରେ ଅନୁବାଦ :हिन्दी
जो किसी विशेष समय में किसी स्थान विशेष पर हो।
ସଂସ୍ଥାପନ କରନ୍ତୁ