ଅର୍ଥ : ଗୋଟିଏ ଗଛର ଛୋଟ ପତ୍ର ଯାହାକୁ ସେବନ କଲେ ନିଶା ହୋଇଥାଏ
ଉଦାହରଣ :
ହୋଲି ଦିନ ମୁଁ ଭାଙ୍ଗ ମିଶା ସରବତ ପିଇ ଦେଇଥିଲି
ଅନ୍ୟ ଭାଷାରେ ଅନୁବାଦ :
A preparation of the leaves and flowers of the hemp plant. Much used in India.
bhangଅର୍ଥ : ଗୋଟିଏ ବର୍ଣ୍ଣବୃତ୍ତ
ଉଦାହରଣ :
ବିଜୟାରେ ଆଠଟି ବର୍ଣ୍ଣ ଥାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଆଶ୍ୱିନ ଶୁକ୍ଳ ଦଶମୀରେ ପାଳନ କରା ଯାଉଥିବା ଏକ ହିନ୍ଦୁ ପର୍ବ
ଉଦାହରଣ :
ପୂର୍ବ ଭାରତରେ ଦଶହରା ପର୍ବ ଧୁମ୍ଧାମରେ ପାଳନ କରାଯାଏ
ସମକକ୍ଷ : ଦଶରା, ଦଶହରା, ବିଜୟା ଦଶମୀ
ଅନ୍ୟ ଭାଷାରେ ଅନୁବାଦ :
A day or period of time set aside for feasting and celebration.
festivalଅର୍ଥ : ପାର୍ବତୀଙ୍କ ଜଣେ ସଖୀ
ଉଦାହରଣ :
ବିଜୟାଙ୍କ ବର୍ଣ୍ଣନା ପୁରାଣରେ ମିଳିଥାଏ
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଯମଙ୍କ ପତ୍ନୀ
ଉଦାହରଣ :
ଧୂମ୍ରୋରୂପାଙ୍କ ବର୍ଣ୍ଣନା ପୁରାଣରୁ ମିଳେ
ସମକକ୍ଷ : ଧୂମ୍ରୋରୂପା
ଅନ୍ୟ ଭାଷାରେ ଅନୁବାଦ :
An imaginary being of myth or fable.
mythical beingଅର୍ଥ : ଏକ ମାତ୍ରା ଛନ୍ଦ
ଉଦାହରଣ :
ବିଜୟାରେ ଦଶଟି ମାତ୍ରା ଥାଏ
ଅନ୍ୟ ଭାଷାରେ ଅନୁବାଦ :