ଅର୍ଥ : ପ୍ରାଚୀନକାଳର ଗୋଟିଏ ପ୍ରକାରର ଅସ୍ତ୍ର
ଉଦାହରଣ :
ତାଙ୍କର ବିକ୍ଷେପ କଦାପି ଅସଫଳ ହୁଏନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ରୋଗ
ଉଦାହରଣ :
ସେ ବହୁତଦିନଧରି ବିକ୍ଷେପରେ ପୀଡ଼ିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ବସ୍ତୁକୁ ଆବେଗ ସହିତ ଫୋପାଡ଼ିବା କ୍ରିୟା
ଉଦାହରଣ :
ଭାରତର ଶ୍ରୀ ହରିକୋଟ୍ଟାରେ କୃତ୍ରିମ ଉପଗ୍ରହ ପ୍ରକ୍ଷେପଣ କରାଯାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଚଳଚଞ୍ଚଳ ହେଉଥିବା ମନ
ଉଦାହରଣ :
ବିକ୍ଷେପକୁ ଦୂର କରିନପାରିଲେ ସାଧନା ସମ୍ଭବ ନୁହେଁ
ସମକକ୍ଷ : ବିକ୍ଷେପଣ
ଅନ୍ୟ ଭାଷାରେ ଅନୁବାଦ :