ଅର୍ଥ : ବ୍ରାହ୍ମଣ ଜାତିର ସ୍ତ୍ରୀ
ଉଦାହରଣ :
ସୀତା ଜଣେ ବ୍ରାହ୍ମଣୀ
ସମକକ୍ଷ : ବାହ୍ମୁଣିଆଣୀ, ବ୍ରାହ୍ମଣୀ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ବ୍ରାହ୍ମଣର ସ୍ତ୍ରୀ
ଉଦାହରଣ :
ବ୍ରାହ୍ମଣ ସହିତ ବ୍ରାହ୍ମଣୀ ମନ୍ଦିରରେ ପୂଜା କରୁଛି
ସମକକ୍ଷ : ବାହ୍ମୁଣିଆଣୀ, ବ୍ରାହ୍ମଣୀ
ଅନ୍ୟ ଭାଷାରେ ଅନୁବାଦ :