ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାହୀ   ବିଶେଷଣ

ଅର୍ଥ : ନିଜ ଉପରେ ବା ନିଜ ସହିତ ରଖି ବା ନେଇଯାଇ କୌଣସି ସ୍ଥାନରେ ପହଁଞ୍ଚାଇବା ଶକ୍ତି

ଉଦାହରଣ : ରକ୍ତବାହିକା ନଳିଗୁଡ଼ିକ ହୃଦୟକୁ ରକ୍ତଆଣିବା ବା ନେଇଯିବା କାମ କରନ୍ତି

ସମକକ୍ଷ : ବାହିକା

ଅର୍ଥ : ବୋଝ ବୋହୁଥିବା ବା ନେଉଥିବା

ଉଦାହରଣ : ଗଧ, ଓଟ, ବଳଦ ଆଦି ପଶୁ ଭାର ବାହକ ଜୀବାଣୁ ହିଁ ରୋଗର ବାହକ

ସମକକ୍ଷ : ବହନକାରୀ, ବାହକ


ଅନ୍ୟ ଭାଷାରେ ଅନୁବାଦ :

ढोने वाला या ले जाने वाला।

गधा, ऊँट, बैल आदि जानवर भारवाहक होते हैं।
जीवाणु ही रोगों के वाहक होते हैं।
आवह, वाहक