ଅର୍ଥ : ବାହାର କରିବା କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଶାଶୁ ବୋହୂଉପରେ ମିଛ ଆରୋପ ଲଗାଇ ତାକୁ ଘରୁ ବାହାର କରାଇଦେଲା
ସମକକ୍ଷ : ଅଲଗା କରାଇବା, ତଡାଇବା, ବହିଷ୍କାର କରିବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି ସ୍ଥାନଦେଇ ନେଇଯିବା ବା ଚଲେଇବା
ଉଦାହରଣ :
ଏ ବର୍ଷ ଶୋଭାଯାତ୍ରା ପ୍ରଧାନ ରାସ୍ତାଦେଇ ବାହାର କରାଗଲା
ଅନ୍ୟ ଭାଷାରେ ଅନୁବାଦ :
कहीं से होकर चलाना या ले जाना।
इस वर्ष झाकियाँ मुख्य मार्ग से होकर निकाली गईं।