ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାସିଖାଦ୍ୟ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାସିଖାଦ୍ୟ   ବିଶେଷ୍ୟ

ଅର୍ଥ : ବହୁ ପୂର୍ବରୁ ରନ୍ଧାହୋଇଥିବା ବା ରାତିକ ପୂର୍ବରୁ ରନ୍ଧାହୋଇଥିବା ଭୋଜନ

ଉଦାହରଣ : ଶ୍ରମିକଟି ବାସିଖାଦ୍ୟ ଖାଇ କାମକୁ ଚାଲିଗଲା

ସମକକ୍ଷ : ବାସିଭୋଜନ


ଅନ୍ୟ ଭାଷାରେ ଅନୁବାଦ :

देर का पका हुआ या एक रात पहले का पका हुआ भोजन।

मजदूर बासी खाकर काम पर चला गया।
बसिया, बसिया खाना, बसिया भोजन, बासी, बासी खाना, बासी भोजन

ଅର୍ଥ : ବାସି ଖାଦ୍ୟ

ଉଦାହରଣ : ଶ୍ରମିକ ବାସିଖାଦ୍ୟ ଖାଇ କାମକୁ ଗଲା


ଅନ୍ୟ ଭାଷାରେ ଅନୁବାଦ :

बासी भोजन।

मजदूर बसियौरा खाकर काम पर चला गया।
बसिऔरा, बसियौरा, बसौड़ा, बासौड़ा

The food served and eaten at one time.

meal, repast