ଅର୍ଥ : ପ୍ରେକ୍ଷାଳୟ ଭିତରେ କେବଳ ପଛଆଡ଼କୁ ଥିବା ପ୍ରଥମ ମହଲାର ଉପର ମହଲା
ଉଦାହରଣ :
ବାଲକୋନୀ ଟିକେଟ ମିଳିଲାନାହିଁ
ଅନ୍ୟ ଭାଷାରେ ଅନୁବାଦ :
An upper floor projecting from the rear over the main floor in an auditorium.
balconyଅର୍ଥ : ଘରର କାନ୍ଥଠାରୁ ବାହାରକୁ ବାହାରିଥିବା ଯେଉଁ ଅଂଶ ଲୁହାଛଡ଼ଦ୍ୱାରା ଘେରାହୋଇଥାଏ
ଉଦାହରଣ :
ସେମାନେ ସଂଧ୍ୟା ସମୟରେ ବାଲକୋନୀରେ ହିଁ ଚା ପିଅନ୍ତି
ଅନ୍ୟ ଭାଷାରେ ଅନୁବାଦ :
A platform projecting from the wall of a building and surrounded by a balustrade or railing or parapet.
balcony