ଅର୍ଥ : ବର୍ଷକପାଇଁ କାମ କରୁଥିବା ଚାକର
ଉଦାହରଣ :
ରାକେଶ ନିଜ ବାପାବୋଉଙ୍କ ସେବାପାଇଁ ଜଣେ ବାରମାସିଆ ଚାକର ରଖିଛି
ସମକକ୍ଷ : ବର୍ଷିକିଆ ଚାକର, ବାରମାସିଆ
ଅନ୍ୟ ଭାଷାରେ ଅନୁବାଦ :
पूरे साल भर के लिए रखा हुआ नौकर।
राकेश ने अपने माता-पिता की सेवा के लिए एक बरसोदिया रखा है।