ଅର୍ଥ : ବାନପ୍ରସ୍ଥ ଆଶ୍ରମରେ ଜୀବନ ନିର୍ବାହ କରୁଥିବା ବ୍ୟକ୍ତି
ଉଦାହରଣ :
ବାନପ୍ରସ୍ଥୀର ମନ ଧୀରେଧୀରେ ଈଶ୍ୱର ସାଧନାରେ ମଗ୍ନ ହେବାକୁ ଲାଗିଲା
ସମକକ୍ଷ : ବାନପ୍ରସ୍ଥୀ
ଅନ୍ୟ ଭାଷାରେ ଅନୁବାଦ :
वानप्रस्थ आश्रम में जीवन व्यतीत करने वाला व्यक्ति।
वानप्रस्थी का मन धीरे-धीरे ईश्वर साधना में लगने लगा था।