ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଦଶାହୀ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଦଶାହୀ   ବିଶେଷ୍ୟ

ଅର୍ଥ : ବାଦଶାହ ବା ସୁଲତାନଙ୍କର ଅଧିକାର ବା ଅଧିକାର କ୍ଷେତ୍ର

ଉଦାହରଣ : ପିତାଙ୍କ ମୃତ୍ୟୁ ପରେ ବାଦଶାହୀ ପୁତ୍ର ହାତକୁ ଆସିଲା

ସମକକ୍ଷ : ସଲ୍‌ତନତ, ସୁଲତାନୀ


ଅନ୍ୟ ଭାଷାରେ ଅନୁବାଦ :

किसी सुल्तान द्वारा शासित देश या क्षेत्र।

सुल्तानों ने अपनी सल्तनत बढ़ाने के लिए कई लड़ाइयाँ लड़ीं।
सलतनत, सल्तनत

Country or territory ruled by a sultan.

sultanate

ଅର୍ଥ : ବାଦଶାହଙ୍କ ଶାସନ

ଉଦାହରଣ : ଆକବରଙ୍କ ବାଦଶାହୀ ଶାସନ ବହୁତ ଦିନ ପର୍ଯ୍ୟନ୍ତ ଚାଲିଥିଲା

ସମକକ୍ଷ : ବାଦଶାହୀ ଶାସନ


ଅନ୍ୟ ଭାଷାରେ ଅନୁବାଦ :

बादशाह का शासन।

अकबर की बादशाही बहुत दिनों तक चली।
बादशाहत, बादशाही, सलतनत, सल्तनत, सुलतानी, सुल्तानी

ଅର୍ଥ : ମନଇଚ୍ଛା ବ୍ୟବହାର

ଉଦାହରଣ : ଆପଣଙ୍କର ମନମୁଖୀ ଏଠି ଚଳିବ ନହିଁ

ସମକକ୍ଷ : ମନମୁଖୀ


ଅନ୍ୟ ଭାଷାରେ ଅନୁବାଦ :

मनमाना व्यवहार।

आपकी बादशाही यहाँ नहीं चलेगी।
बादशाही

ବାଦଶାହୀ   ବିଶେଷଣ

ଅର୍ଥ : ବାଦଶାହା ସମ୍ବନ୍ଧୀୟ ବା ବାଦଶାହାଙ୍କର

ଉଦାହରଣ : ନଗରରେ ବାଦଶାହୀ ସୂଚନା ପଠାଯାଇଛି

ସମକକ୍ଷ : ସୁଲତାନୀ


ଅନ୍ୟ ଭାଷାରେ ଅନୁବାଦ :

बादशाह संबंधी या बादशाह का।

नगर में बादशाही पैग़ाम भेजा गया है।
बादशाही, सुलतानी, सुल्तानी

Having the rank of or resembling or befitting a king.

Symbolizing kingly power.
The murder of his kingly guest.
kinglike, kingly