ଅର୍ଥ : ଯେଉଁ ବାୟୁ ପୃଥିବୀକୁ ଚାରିଆଡ଼ୁ ଘେରିରହିଛି
ଉଦାହରଣ :
ଆମକୁ ବାୟୁମଣ୍ଡଳ ଦୂଷିତ ହେବାରୁ ରକ୍ଷା କରିବାକୁ ପଡ଼ିବ
ସମକକ୍ଷ : ବାୟୁମଣ୍ଡଳ
ଅନ୍ୟ ଭାଷାରେ ଅନୁବାଦ :
The mass of air surrounding the Earth.
There was great heat as the comet entered the atmosphere.ଅର୍ଥ : କୌଣସି ଘଟଣା କାର୍ଯ୍ୟ, ଜୀବଆଦିଙ୍କ ଆଖ ପାଖ ବା ଚାରିଦିଗରେ ବାସ୍ତବିକ ବା ତର୍କସଂଗତ ସ୍ଥିତି ବା ଅବସ୍ଥା
ଉଦାହରଣ :
ସାମ୍ପ୍ରଦାୟିକ ଦଙ୍ଗା କାରଣରୁ ଏଠାକାର ପରିସ୍ଥିତି ଦିନକୁ ଦିନ ଖରାପ ହୋଇଯାଉଛି
ଅନ୍ୟ ଭାଷାରେ ଅନୁବାଦ :
The state of the environment in which a situation exists.
You can't do that in a university setting.