ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାତାନୁକୂଳକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାତାନୁକୂଳକ   ବିଶେଷ୍ୟ

ଅର୍ଥ : ଏକ ଯନ୍ତ୍ର ଯେଉଁଥିରେ ବାତାବରଣକୁ ଥଣ୍ଡା ଓ ଶୁଷ୍କ କରାଯାଏ

ଉଦାହରଣ : ଏହି ଘରର ବାତାନୁକୂଳକ ଯନ୍ତ୍ରଟି ଖରାପହୋଇଗଲା

ସମକକ୍ଷ : ବାତାନୁକୂଳକ ଯନ୍ତ୍ର


ଅନ୍ୟ ଭାଷାରେ ଅନୁବାଦ :

एक यंत्र जिससे वातावरण को ठंडा और शुष्क बनाया जाता है।

इस कमरे का वातानुकूलक ख़राब हो गया है।
एयर कंडिशनर, एयर कन्डिशनर, एसी, वातानुकूलक, वातानुकूलक यंत्र

A system that keeps air cool and dry.

air conditioner, air conditioning

ବାତାନୁକୂଳକ   ବିଶେଷଣ

ଅର୍ଥ : ବାତାବରଣକୁ ଅନୁକୂଳ କରୁଥିବା ଯନ୍ତ୍ର

ଉଦାହରଣ : ଗରମ, ଥଣ୍ଡା ଆଦିରୁ ବଞ୍ଚିବାପାଇଁ ଲୋକ ବାତାନୁକୂଳକ ଯନ୍ତ୍ରଗୁଡ଼ିକ ବ୍ୟବହାର କରନ୍ତି

ସମକକ୍ଷ : ଏଆରକଣ୍ଡିସନର


ଅନ୍ୟ ଭାଷାରେ ଅନୁବାଦ :

वातावरण को अनुकूल बनानेवाला।

गरमी, सरदी आदि से बचने के लिए लोग वातानुकूलक यंत्रों का प्रयोग करते हैं।
वातानुकूलक