ଅର୍ଥ : ବାଣିଜ୍ୟ ସଂବନ୍ଧୀୟ ସବୁକାମକୁ ଯେଉଁମନ୍ତ୍ରୀ ବୁଝାଶୁଝା କରନ୍ତି
ଉଦାହରଣ :
ବାଣିଜ୍ୟ ମନ୍ତ୍ରୀ ଦରବୃଦ୍ଧିକୁ କମ୍ କରିବାପାଇଁ ବରାବର ଚେଷ୍ଟା କରୁଛନ୍ତି
ସମକକ୍ଷ : ବାଣିଜ୍ୟ ମଂତ୍ରୀ
ଅନ୍ୟ ଭାଷାରେ ଅନୁବାଦ :
वह मंत्री जिसकी देख-रेख में वाणिज्य संबंधी सभी कार्य हों।
वाणिज्य मंत्री मँहगाई कम करने की भरसक कोशिश कर रहे हैं।A person appointed to a high office in the government.
Minister of Finance.