ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଣିଜ୍ୟ ଦୂତାବାସ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଅର୍ଥ : ବାଣିଜ୍ୟ ସମ୍ବନ୍ଧୀୟ କାର୍ଯ୍ୟ ନିମନ୍ତେ ଯେଉଁ ଦୂତାବାସରେ ରାଜଦୂତ ନିଯୁକ୍ତ ହୋଇଛନ୍ତି

ଉଦାହରଣ : ରମେଶ କିଛି କାମ ପାଇଁ ବାଣିଜ୍ୟ ଦୂତାବାସକୁ ଯାଇଛି


ଅନ୍ୟ ଭାଷାରେ ଅନୁବାଦ :

वह दूतावास जहाँ वाणिज्य संबंधी कार्य के लिए राजदूत नियुक्त हों।

रमेश कुछ काम से वाणिज्य दूतावास गया है।
वाणिज्य दूतावास

Diplomatic building that serves as the residence or workplace of a consul.

consulate

ଅର୍ଥ : ବାଣିଜ୍ୟ ରାଜଦୂତ ଏବଂ ତାଙ୍କର ସମସ୍ତ ସହକର୍ମୀଆଦି ଅର୍ଥାତ ବାଣିଜ୍ୟ ଦୂତାବାସର ସମସ୍ତ ଲୋକ

ଉଦାହରଣ : ବାଣିଜ୍ୟ ଦୂତାବାସ ଗୋଟିଏ ସୂଚନା ଜାରୀ କରିଛି


ଅନ୍ୟ ଭାଷାରେ ଅନୁବାଦ :

वाणिज्य राजदूत और उसके सभी सहकर्मी आदि यानि वाणिज्य दूतावास के सभी लोग।

वाणिज्य दूतावास ने एक सूचना जारी की है।
वाणिज्य दूतावास

An ambassador and his entourage collectively.

embassy