ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଟୁଳି ଖଡ଼ା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଟୁଳି ଖଡ଼ା   ବିଶେଷ୍ୟ

ଅର୍ଥ : ରବର ଲଗାହୋଇଥିବା କାଠର ଛୋଟ ଉପକରଣ ଯେଉଁଥିରେ ପଥର, ମାଟିଆଦିର ଗୋଲି ମରାଯାଏ

ଉଦାହରଣ : ବଗିଚାରେ ପିଲାମାନେ ବାଟୁଳିଖଡ଼ାରେ ଆମ୍ବ ଖସାଉଥିଲେ

ସମକକ୍ଷ : ଗୁଲେର


ଅନ୍ୟ ଭାଷାରେ ଅନୁବାଦ :

रबर लगा हुआ लकड़ी का वह छोटा उपकरण जिससे पत्थर,मिट्टी आदि की गोलियाँ चलाई जाती हैं।

बाग में बच्चे गुलेल से आम तोड़ रहे थे।
ग़ुलेल, गुर्देल, गुलेल, गुलेला

A plaything consisting of a Y-shaped stick with elastic between the arms. Used to propel small stones.

catapult, sling, slingshot