ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବାଚକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବାଚକ   ବିଶେଷ୍ୟ

ଅର୍ଥ : ଯେଉଁ ବ୍ୟକ୍ତି କୌଣସି ବଡ଼ ଅଧିକାରୀଙ୍କୁ କାଗଜ ଆଦି ପଢ଼ି ଶୁଣାଇବା ପାଇଁ ନିଯୁକ୍ତ ହୋଇଥାନ୍ତି

ଉଦାହରଣ : ସଂସଦ ସଭାରେ ସମସ୍ତଙ୍କ ଧ୍ୟାନ ବାଚକଙ୍କ ଉପରେ ଥିଲା

ସମକକ୍ଷ : ପେଶ୍କାର


ଅନ୍ୟ ଭାଷାରେ ଅନୁବାଦ :

वह जो किसी बड़े अधिकारी को कागज आदि पढ़कर सुनाने के लिए नियुक्त हो।

संसद सभा में सभी का ध्यान वाचक की ओर था।
पेशकार, वाचक

An assistant who handles correspondence and clerical work for a boss or an organization.

secretarial assistant, secretary

ବାଚକ   ବିଶେଷଣ

ଅର୍ଥ : କହିବା ବା ବତେଇବା ବ୍ୟକ୍ତି

ଉଦାହରଣ : ବେଦାନ୍ତ ଯେଉଁ ଅର୍ଥର ବାଚକ, ସେହି ଅର୍ଥକୁ ଗ୍ରହଣ ନ କଲେ ସଂସାରର ଧର୍ମ ଗୋଟିଏ ହେବନାହିଁ

ସମକକ୍ଷ : ଦ୍ୟୋତକ, ବାଚୀ, ବୋଧକ, ସୂଚକ


ଅନ୍ୟ ଭାଷାରେ ଅନୁବାଦ :

कहने या बताने वाला।

वेदांत जिन अर्थों का वाचक है, उन अर्थों को अंगीकार किये बिना संसार के धर्म एक नहीं होंगे।
द्योतक, बोधक, वाचक, वाची, सूचक

(usually followed by `of') pointing out or revealing clearly.

Actions indicative of fear.
indicative, indicatory, revelatory, significative, suggestive