ଅର୍ଥ : ବସ୍ତ୍ର ପିନ୍ଧିଥିବା
ଉଦାହରଣ :
ଲାଲ ବସ୍ତ୍ରଧାରୀ ମହିଳା ମୋର ମାଉସୀ
ଅର୍ଥ : ବସ୍ତ୍ର ପିନ୍ଧିଥିବା ବ୍ୟକ୍ତି
ଉଦାହରଣ :
ବସ୍ତ୍ରଧାରୀ ସାଧୁମାନଙ୍କ ମଧ୍ୟରେ ଦୁଇଜଣ ନାଗା ସାଧୁ ବସିଥିଲେ
ଅନ୍ୟ ଭାଷାରେ ଅନୁବାଦ :
जिसने वस्त्र पहना हो या वस्त्र पहने हुए।
परिधानित साधुओं के बीच दो नागा साधु बैठे हुए थे।