ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସନ୍ତୋତ୍ସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସନ୍ତୋତ୍ସବ   ବିଶେଷ୍ୟ

ଅର୍ଥ : ପ୍ରାଚୀନ କାଳରେ ବସନ୍ତ ପଞ୍ଚମୀ ପରଦିନ ପାଳନ କରାଯାଉଥିବା ଏକ ଉତ୍ସବ

ଉଦାହରଣ : ବସନ୍ତୋତ୍ସବ ଦିନ କାମଦେବଙ୍କ ପୂଜା କରାଯାଏ

ସମକକ୍ଷ : ବସନ୍ତ ଉତ୍ସବ, ବସନ୍ତମହୋତ୍ସବ, ମଦନମହୋତ୍ସବ, ମଦନୋତ୍ସବ


ଅନ୍ୟ ଭାଷାରେ ଅନୁବାଦ :

प्राचीन काल में मनाया जाने वाला एक उत्सव जो वसंत पंचमी के दूसरे दिन होता था।

वसंतोत्सव के दिन कामदेव की पूजा की जाती है।
मदन-महोत्सव, मदनोत्सव, वसंत उत्सव, वसंत-महोत्सव, वसंतोत्सव