ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବସନ୍ତ ଉତ୍ସବ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବସନ୍ତ ଉତ୍ସବ   ବିଶେଷ୍ୟ

ଅର୍ଥ : ପ୍ରାଚୀନ କାଳରେ ବସନ୍ତ ପଞ୍ଚମୀ ପରଦିନ ପାଳନ କରାଯାଉଥିବା ଏକ ଉତ୍ସବ

ଉଦାହରଣ : ବସନ୍ତୋତ୍ସବ ଦିନ କାମଦେବଙ୍କ ପୂଜା କରାଯାଏ

ସମକକ୍ଷ : ବସନ୍ତମହୋତ୍ସବ, ବସନ୍ତୋତ୍ସବ, ମଦନମହୋତ୍ସବ, ମଦନୋତ୍ସବ


ଅନ୍ୟ ଭାଷାରେ ଅନୁବାଦ :

प्राचीन काल में मनाया जाने वाला एक उत्सव जो वसंत पंचमी के दूसरे दिन होता था।

वसंतोत्सव के दिन कामदेव की पूजा की जाती है।
मदन-महोत्सव, मदनोत्सव, वसंत उत्सव, वसंत-महोत्सव, वसंतोत्सव