ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେ ବଶରେ ନାହିଁ
ଉଦାହରଣ : ଅର୍ଜୁନ କହିଲେ, ହେ ମାଧବ! ଏହି ଚଞ୍ଚଳ ମନକୁ ବଶ କରିବାପାଇଁ ଉପାୟ ବତାନ୍ତୁ
ସମକକ୍ଷ : ଆୟତ୍ତ, ସ୍ଥିର
ଅନ୍ୟ ଭାଷାରେ ଅନୁବାଦ :हिन्दी
जो वश में न हो।
ଅର୍ଥ : ଯେ ବଶକୁ ଆସେନାହିଁ
ଉଦାହରଣ : ମନ ବଶହୀନ ନୁହେଁ; ଧ୍ୟାନ, ଯୋଗଆଦି ଦ୍ୱାରା ଏହାକୁ ବଶକୁ ଅଣାଯାଇପାରେ
ସମକକ୍ଷ : ଅବଶ, ମୁକ୍ତ
ଅନ୍ୟ ଭାଷାରେ ଅନୁବାଦ :हिन्दी English
जो वश में न आ सके।
Impossible to repress or control.
ସଂସ୍ଥାପନ କରନ୍ତୁ