ଅର୍ଥ : ଯେଉଁ ସ୍ଥାନ ବା କ୍ଷେତ୍ରର ଚାରିଆଡ଼େ ବରଫ ଆଚ୍ଛାଦିତ ହୋଇଥାଏ
ଉଦାହରଣ :
ପାର୍ବତୀୟ ଅଞ୍ଚଳରେ ବୁଲୁ ବୁଲୁ ଆମେ ବିରାଟକାୟ ବରଫାବୃତ୍ତ ସ୍ଥାନରେ ପହଞ୍ଚିଲୁ
ସମକକ୍ଷ : ବରଫପୂର୍ଣ୍ଣ ଅଞ୍ଚଳ, ବରଫାଚ୍ଛାଦିତ ସ୍ଥାନ
ଅନ୍ୟ ଭାଷାରେ ଅନୁବାଦ :
वह स्थान या क्षेत्र जहाँ सब ओर बरफ ही बरफ हो।
पर्वतीय क्षेत्र में घूमते-घूमते हम एक बहुत बड़े बरफिस्तान में पहुँचे।