ଅର୍ଥ : ବଦଳିବାର କାମ ଅନ୍ୟ କାହାଦ୍ୱାରା କରାଇବା
ଉଦାହରଣ :
ଶାଢ଼ୀ ପସନ୍ଦ ନ ହେବାରୁ ସୀତା ତାକୁ ବଦଳେଇଲା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ଉଦାହରଣ :
ଏହି ଘଟଣା ପରଠାରୁ ତା ଜୀବନରେ ବହୁତ ପରିବର୍ତ୍ତନ ଆସିଛି
ସମକକ୍ଷ : ପରିବର୍ତ୍ତନ, ପରିବର୍ତ୍ତନ ଆଣିବା, ପରିବର୍ତ୍ତନ ହେବା, ବଦଳିଯିବା
ଅନ୍ୟ ଭାଷାରେ ଅନୁବାଦ :
एक रूप से दूसरे रूप में आना।
इस घटना के बाद से उसके जीवन में बहुत परिवर्तन आया है।ଅର୍ଥ : କିଛି କମ୍ ଅଧିକ କରି ରୂପ ବଦଳେଇବା ବା ଗୋଟିଏ ରୂପରୁ ଆଉ ଗୋଟିଏ ରୂପକୁ ଆଣିବା
ଉଦାହରଣ :
ଆଧୁନିକ ଜୀବନଶୈଳୀ ସମାଜରେ ବହୁତ ପରିବର୍ତ୍ତନ କରିଛି
ସମକକ୍ଷ : ପରିବର୍ତ୍ତନ କରିବା
ଅନ୍ୟ ଭାଷାରେ ଅନୁବାଦ :
कुछ घटा-बढ़ा कर रूप बदलना या एक रूप से दूसरे रूप में लाना।
आधुनिक जीवन शैली ने समाज में बहुत परिवर्तन किया है।Change the nature, purpose, or function of something.
Convert lead into gold.ଅର୍ଥ : ଗୋଟିଏ ଜିନିଷ ବଦଳରେ ଆଉଗୋଟିଏ ଜିନିଷ ନେବା କିମ୍ବା ଦେବା
ଉଦାହରଣ :
ରମା ନିଜର ଫ୍ରିଜ୍ ବଦଳାଇ ଦେଲା
ସମକକ୍ଷ : ବଦଳାଇବା
ଅନ୍ୟ ଭାଷାରେ ଅନୁବାଦ :