ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବତ୍ସଳ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବତ୍ସଳ   ବିଶେଷଣ

ଅର୍ଥ : ଛୋଟମାନଙ୍କଠାରେ ଅତ୍ୟନ୍ତ ସ୍ନେହ ଓ କୃପାଥିବା ବ୍ୟକ୍ତି

ଉଦାହରଣ : ଭଗବାନଙ୍କୁ ଭକ୍ତ ବତ୍ସଳ କୁହାଯାଏ


ଅନ୍ୟ ଭାଷାରେ ଅନୁବାଦ :

छोटों से अत्यंत स्नेह और उनपर कृपा रखनेवाला।

भगवान को भक्त वत्सल कहा जाता है।
वत्सल

ଅର୍ଥ : ସନ୍ତାନ ସ୍ନେହରେ ଭରା

ଉଦାହରଣ : ପୁତ୍ର ବତ୍ସଳ ଦଶରଥ ରାମଙ୍କ ବିୟୋଗରେ ପ୍ରାଣତ୍ୟାଗ କଲେ


ଅନ୍ୟ ଭାଷାରେ ଅନୁବାଦ :

संतान के प्रेम से भरा हुआ।

पुत्र वत्सल दशरथ ने राम के वियोग में अपने प्राण त्याग दिए।
वत्सल