ଅର୍ଥ : ବଣିଆର ପତ୍ନୀ
ଉଦାହରଣ :
ବଣିଆ ବେଳେବେଳେ ନିଜ ଦୋକାନରେ ବଣିଆଣୀକୁ ବି ବସାଏ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ମହିଳା ବୈଶ୍ୟ ବା ବଣିଆ କାମ କରୁଥିବା ମହିଳା
ଉଦାହରଣ :
ବଣିଆଣୀ ନିଜ ଦୋକାନରେ ବସି ଜିନିଷ ବିକୁଛି
ସମକକ୍ଷ : ବୈଶ୍ୟା
ଅନ୍ୟ ଭାଷାରେ ଅନୁବାଦ :
वैश्य वर्ण की कोई स्त्री अथवा वैश्य या बनिये का काम करने वाली महिला।
बनियाइन अपनी दुकान पर बैठकर सामान बेच रही है।