ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ବଜ୍ରପାତ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ବଜ୍ରପାତ   ବିଶେଷ୍ୟ

ଅର୍ଥ : ଆକାଶରେ ବିଜୁଳି ଚମକିବା ବା ମେଘ ଗର୍ଜିବାପରେ ବିଜୁଳିର ପୃଥିବୀ ଉପରେ ପଡ଼ିବାର ପ୍ରକ୍ରିୟା

ଉଦାହରଣ : କାଲି ହୋଇଥିବା ବଜ୍ରପାତରେ ଦୁଇଜଣ ଲୋକ ଆହତ ହେଲେ

ସମକକ୍ଷ : ବଜ୍ରାଘାତ


ଅନ୍ୟ ଭାଷାରେ ଅନୁବାଦ :

आकाश में बिजली चमकने और बादल गरजने के बाद बिजली के पृथ्वी पर गिरने की क्रिया।

कल हुए वज्रपात में दो व्यक्ति घायल हो गए।
वज्रपात, वज्राघात, विद्युत पात, विद्युत्पात

A discharge of lightning accompanied by thunder.

bolt, bolt of lightning, thunderbolt

ଅର୍ଥ : ଅକସ୍ମାତ ହେଉଥିବା କୌଣସି ବଡ଼ ଅନର୍ଥ ବା ଅନିଷ୍ଟ କାର୍ଯ୍ୟ

ଉଦାହରଣ : ଶ୍ରବଣର ମୃତ୍ୟୁ ଖବର ଶୁଣିବା କ୍ଷଣି ଅନ୍ଧ ପିତାମାତାଙ୍କ ଉପରେ ବଜ୍ରାଘାତ ହେଲା

ସମକକ୍ଷ : ଚଡ଼କ, ବଜ୍ର, ବଜ୍ରାଘାତ


ଅନ୍ୟ ଭାଷାରେ ଅନୁବାଦ :

सहसा होनेवाला कोई बहुत बड़ा अनर्थ या अनिष्ट।

श्रवण की मृत्यु का समाचार सुनते ही अंधे माता-पिता पर वज्राघात हुआ।
वज्रपात, वज्राघात