ଅର୍ଥ : ଯେଉଁ ଦୈତ୍ୟକୁ ଭୀମ ମାରିଥିଲେ
ଉଦାହରଣ :
ବକାସୁର ପ୍ରତିଦିନ ଏକଚକ୍ର ନଗରୀର ଜଣେ ବ୍ୟକ୍ତିକୁ ବି ଭକ୍ଷଣ କରୁଥିଲା
ସମକକ୍ଷ :
ବକ
ଅନ୍ୟ ଭାଷାରେ ଅନୁବାଦ :
एक दैत्य जिसे भीम ने मारा था।
बकासुर प्रतिदिन एकचक्रा नगरी के एक व्यक्ति का भी भक्षण करता था।
बक,
बकासुर,
वक,
वकासुर