ଅର୍ଥ : ଶୂନ୍ୟକୁ ଫୋଫାଡିବା
ଉଦାହରଣ :
ମୋହନ ଶ୍ୟାମଆଡ଼କୁ ବଲ୍ ପକେଇଲା
ସମକକ୍ଷ : ପାଶୁପତପକେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଫିଙ୍ଗାହେବାକୁଥିବା ବସ୍ତୁକୁ ଦୂରେଇଦେବା ବା ଢ଼ାଳିଦେବା
ଉଦାହରଣ :
ଅଳିଆ ଗଦାରେ ଅଳିଆ ପକାଯାଏ
ସମକକ୍ଷ : ପକେଇବା
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କୌଣସି କଥା ଆଦିକୁ ଲୋକଲୋଚନକୁ ଆଣିବା
ଉଦାହରଣ :
ଆଜିକାଲି ସବୁ ପତ୍ରପତ୍ରିକା ନେତାମାନଙ୍କର ନୂଆନୂଆ କାଣ୍ଡକାରଖାନାକୁ ଚକ୍ଷୁ ସମ୍ମୁଖରେ ନିକ୍ଷେପ କରୁଛନ୍ତି
ସମକକ୍ଷ : ନିକ୍ଷେପ କରିବା, ଫିଙ୍ଗିବା
ଅନ୍ୟ ଭାଷାରେ ଅନୁବାଦ :