ଅର୍ଥ : ମସ୍ତକ ବା ମୁଣ୍ଡରେ ଆଘାତ ଲାଗିବାରୁ ବାହାରି ଆସୁଥିବା ଗୋଲ ଫୁଲା
ଉଦାହରଣ :
ସେ ମୁଣ୍ଡକୁ ବାଡ଼ିରେ ଏତେ ଜୋରରେ ମାରିଲେ ଯେ ଫୁଲା ବାହାରି ପଡ଼ିଲା
ଅନ୍ୟ ଭାଷାରେ ଅନୁବାଦ :
A lump on the body caused by a blow.
bumpଅର୍ଥ : ଯେଉଁ ରୋଗରେ ଶରୀରରେ ଆବୁ ହୋଇଯାଏ
ଉଦାହରଣ :
ବହୁତ ଔଷଧ ଖାଇଲା ପରେବି ତାଙ୍କର ଆବୁ ଭଲ ହେଲା ନାହିଁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଏକ ଆଖି ରୋଗ
ଉଦାହରଣ :
ମୋତିଆବିନ୍ଦୁ ହେଲେ ଆଖିର କଳା ଭାଗ ଧଳା ହୋଇଯାଏ
ସମକକ୍ଷ : ପରଳ, ମୋତିଆବିନ୍ଦୁ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ରୋଗ ଆଦି କାରଣରୁ ଶରୀରର କୌଣସି ଅଙ୍ଗର ଫୁଲିବା କ୍ରିୟା
ଉଦାହରଣ :
ସେ ଶୋଥରେ ପୀଡ଼ିତ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଘଣ୍ଟିକା ଫୁଲିବାର ଏକ ରୋଗ
ଉଦାହରଣ :
ଆୟୋଡ଼ିନ ଅଭାବରୁ ଗଳଗଣ୍ଡ ରୋଗ ହୁଏ
ଅନ୍ୟ ଭାଷାରେ ଅନୁବାଦ :
Abnormally enlarged thyroid gland. Can result from underproduction or overproduction of hormone or from a deficiency of iodine in the diet.
goiter, goitre, struma, thyromegalyଅର୍ଥ : କିଛି ବିଶିଷ୍ଟ କାରଣରୁ ଅସ୍ୱାଭାବିକ ବା କୃତ୍ରିମ ଭାବରେ ବଢ଼ିବା ବା ଫୁଲିବା ଅବସ୍ଥା
ଉଦାହରଣ :
ରକ୍ତଚାପ ବଢ଼ିଲେ ମସ୍ତିକର ନାଡ଼ିର ଫୁଲା ଅଧିକ ହେବାର ସମ୍ଭାବନା ଥାଏ
ସମକକ୍ଷ : ସ୍ଫୀତି
ଅନ୍ୟ ଭାଷାରେ ଅନୁବାଦ :
कुछ विशिष्ट कारणों से अस्वाभाविक या कृत्रिम रूप से बढ़ने या फूलने की अवस्था।
रक्तचाप बढ़ने से मस्तिष्क की नाड़ी स्फीति बढ़ने की संभावना रहती है।The act of filling something with air.
inflationଅର୍ଥ : ବଳଦ ଆଖିରେ ହେଉଥିବା ଏକ ରୋଗ
ଉଦାହରଣ :
ଫୁଲାରେ ଆଖି ତଳ ମାଂସ ବଢ଼ିଯାଏ
ଅନ୍ୟ ଭାଷାରେ ଅନୁବାଦ :