ଅର୍ଥ : କବାଟ, ହାତବାଡି ଆଦିରେ ସୁନ୍ଦରତାପାଇଁ ବସିଥିବା ପିତଳ ଆଦିର ଗୋଲାକାର ବସ୍ତୁ
ଉଦାହରଣ :
ଏହି ପ୍ରଚୀନ କବାଟରେ ଲାଗିଥିବା ଫୁଲ ଆକର୍ଷଣୀୟ
ଅନ୍ୟ ଭାଷାରେ ଅନୁବାଦ :
किवाड़, छड़ी आदि में सुंदरता के निमित्त जड़ी हुई पीतल आदि की गोलनुमा वस्तु।
इस प्राचीन किवाड़ में लगे हुए फूल आकर्षक हैं।