ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଫୁଙ୍କିଲାବେଳେ ମୁଁହରୁ ବାହାରୁଥିବା ପବନ
ଉଦାହରଣ : ଫୁଙ୍କ ଦ୍ୱାରା ବତୀ ଲିଭିଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
मुँह की हवा जो फूँकने पर निकले।
ଅର୍ଥ : ମନ୍ତ୍ରଆଦି ପଢ଼ି ମୁହଁରେ ପବନ ବାହାର କରିବା କ୍ରିୟା
ଉଦାହରଣ : ବିଛା ବିଷ ଝଡ଼ାଇବାପାଇଁ ସାଧକ ଫୁଙ୍କ ପରେ ଫୁଙ୍କ ମାରୁଥିଲା
मंत्र आदि पढ़कर मुँह से हवा छोड़ने की क्रिया।
ସଂସ୍ଥାପନ କରନ୍ତୁ