ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ଯେଉଁ ଜିନିଷଦ୍ୱାରା କିଛି ବନ୍ଧାଯାଏ
ଉଦାହରଣ : ତାକୁ ଏପର୍ଯ୍ୟନ୍ତ ଜୋତାର ଫିତା ବାନ୍ଧିବା ଆସେନାହିଁ
ଅନ୍ୟ ଭାଷାରେ ଅନୁବାଦ :हिन्दी English
वह चीज़ जिससे कुछ बाँधा जाए।
A long thin piece of cloth or paper as used for binding or fastening.
ଅର୍ଥ : କୌଣସି ବସ୍ତୁ ଗୁଡ଼େଇବା, ବାନ୍ଧିବାପାଇଁ ବିଶେଷ ପ୍ରକାର କନା ବା ପ୍ଲାଷ୍ଟିକର ଲମ୍ବା-ପତଳା ଖଣ୍ଡ
ଉଦାହରଣ : ଫ୍ରକ୍ରେ ଲଗାଯାଇଥିବା ରଙ୍ଗୀନ ଚମକୁଥିବା ଫିତା ସୁନ୍ଦର ଲାଗୁଛି
ସମକକ୍ଷ : ରିବନ
कोई वस्तु लपेटने, बाँधने आदि के लिए विशेष प्रकार के कपड़े या प्लास्टिक आदि की लम्बी पट्टी।
Notion consisting of a narrow strip of fine material used for trimming.
ଅର୍ଥ : ଥଳିଆଦିକୁ ଟାଙ୍ଗିବାପାଇଁ ବା ଉଠାଇବାପାଇଁ ଏଥିରେ ଲାଗିଥିବା ଫିତା ବା ପଟି ପରି ବସ୍ତୁ
ଉଦାହରଣ : ଏହି ଝୁଲାର ଫିତା ଛିଣ୍ଡି ଗଲା
ଅନ୍ୟ ଭାଷାରେ ଅନୁବାଦ :हिन्दी
किसी वस्तु जैसे थैले आदि को टाँगने या उठाने के लिए उसमें लगा फीता या पट्टी आदि।
ଅର୍ଥ : ଜୋତା ବାନ୍ଧିବାର ଲେସ୍
ଉଦାହରଣ : ଫିତା ଖୋଲିକରି ପାଦକୁ ଅସୁବିଧାଜନକ ହେଲା
ସମକକ୍ଷ : ଲେସ୍
जूता बांधने का बंद।
A lace used for fastening shoes.
ସଂସ୍ଥାପନ କରନ୍ତୁ