ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ଫିଙ୍ଗାଇବା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ଫିଙ୍ଗାଇବା   କ୍ରିୟାପଦ

ଅର୍ଥ : ଫିଙ୍ଗିବା କାମ ଅନ୍ୟ କାହାଦ୍ୱାରା କରାଇବା

ଉଦାହରଣ : ସେ ମଜୁରିଆଙ୍କଦ୍ୱାରା ଅଳିଆ ଫିଙ୍ଗାଉଛି

ସମକକ୍ଷ : ନିକ୍ଷେପ କରାଇବା, ଫୋପଡ଼ାଇବା

ଅର୍ଥ : ଅନ୍ୟଦ୍ୱାରା ଫିଙ୍ଗିବା କାର୍ଯ୍ୟ କରାଇବା

ଉଦାହରଣ : ମାଲିକାଣୀ ଚାକରାଣୀଦ୍ୱାରା ଅଳିଆ ଫିଙ୍ଗାଇଲେ

ସମକକ୍ଷ : ଫୋପଡ଼ାଇବା


ଅନ୍ୟ ଭାଷାରେ ଅନୁବାଦ :

फेकने का काम दूसरे से कराना।

मालकिन ने नौकरानी से कचरा फिकवाया।
फिंकवाना, फिकवाना, फेंकवाना, फेकवाना