ଅର୍ଥ : କୌଣସି ବସ୍ତୁ, ବ୍ୟକ୍ତିଙ୍କର ଅବିକଳ ତିଆରି ହୋଇଥିବା ପ୍ରତିକୃତି
ଉଦାହରଣ :
ସେ ନିଜ କୋଠରିରେ ମହାପୁରୁଷମାନଙ୍କ ଫଟୋ ଲଗାଇରଖିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : କ୍ୟାମେରାରୁ ବାହାର କରାଯାଇଥିବା ଚିତ୍ର
ଉଦାହରଣ :
ଏହି ଆବେଦନପତ୍ର ଉପରେ ଆପଣଙ୍କର ଏକ ଫଟୋ ବି ଲଗାନ୍ତୁ
ସମକକ୍ଷ : ଛାୟାଚିତ୍ର
ଅନ୍ୟ ଭାଷାରେ ଅନୁବାଦ :
किसी वस्तु, व्यक्ति आदि का फोटोकैमरे से निकाला हुआ चित्र।
इस आवेदनपत्र पर अपना एक फोटो भी चिपका दीजिए।