ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୟୋଜନୀୟତା ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୟୋଜନୀୟତା   ବିଶେଷ୍ୟ

ଅର୍ଥ : ଯେଉଁ ଗୁଣ ବା ତତ୍ୱଦ୍ୱାରା କୌଣସି ବସ୍ତୁର ମହତ୍ତ୍ୱ ବା ମାନ ନିର୍ଦ୍ଧାରଣ କରାଯାଏ

ଉଦାହରଣ : ସମୟର ଉପଯୋଗିତାକୁ ନ ବୁଝିପାରିବା ଲୋକ ପଶ୍ଚାତ୍ତାପ କରନ୍ତି

ସମକକ୍ଷ : ଉପଯୋଗିତା


ଅନ୍ୟ ଭାଷାରେ ଅନୁବାଦ :

वह गुण या तत्व जिसके कारण किसी वस्तु का महत्व या मान होता है।

समय की उपयोगिता को न समझनेवाले पछताते हैं।
उपयोगिता

The quality of being usable.

practicability, practicableness