ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରୋଜେକ୍ଟର ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରୋଜେକ୍ଟର   ବିଶେଷ୍ୟ

ଅର୍ଥ : ପରଦା ଉପରେ କୌଣସି ଚିତ୍ରକୁ ବଡ଼ ଆକାରରେ ଦେଖାଉଥିବା ଯନ୍ତ୍ର

ଉଦାହରଣ : ଗାଁ ମାନଙ୍କରେ ପ୍ରୋଜେକ୍ଟର ଦ୍ୱାରା ସିନେମା ଦେଖା ହେଉଥିଲା


ଅନ୍ୟ ଭାଷାରେ ଅନୁବାଦ :

एक प्रकाशीय यंत्र जो परदे पर परिवर्धित चित्रों को दिखाता है।

गाँव में प्रोजेक्टर के द्वारा सिनेमा दिखाया जाता था।
प्रक्षेपक, प्रोजेक्टर

An optical instrument that projects an enlarged image onto a screen.

projector