ଅର୍ଥ : ପିଲାମାନଙ୍କ ସହିତ କରାଯାଉଥିବା ପ୍ରେମପୂର୍ଣ୍ଣ ବ୍ୟବହାର
ଉଦାହରଣ :
ଅତ୍ୟଧିକ ସ୍ନେହ ଯୋଗୁଁ ପିଲାମାନେ ଖରାପ ହୋଇଯାଆନ୍ତି
ଅନ୍ୟ ଭାଷାରେ ଅନୁବାଦ :
बच्चों के साथ किया जानेवाला प्रेमपूर्ण व्यवहार।
अत्यधिक लाड़ से बच्चे बिगड़ जाते हैं।A disposition to yield to the wishes of someone.
Too much indulgence spoils a child.ଅର୍ଥ : ମାଆ ବାପା ସନ୍ତାନଙ୍କୁ ଭଲ ପାଉଥିବା ଗୁଣ
ଉଦାହରଣ :
ମାଆଙ୍କ ପ୍ରତ୍ୟେକ ତାଗିଦରେ ବାତ୍ସଲ୍ୟ ଝଲକି ଉଠେ
ସମକକ୍ଷ : ବାତ୍ସଲ୍ୟ, ଶିଶୁ ପ୍ରେମ, ସଂତାନ ପ୍ରେମ
ଅନ୍ୟ ଭାଷାରେ ଅନୁବାଦ :
माता-पिता का संतान पर होनेवाला प्रेम।
माँ की हरेक डाँट में बच्चों के लिए वात्सल्य झलकता है।ଅର୍ଥ : ଯେଉଁ ମନବୃତ୍ତି କୌଣସି ଲୋକକୁ ଖୁବ୍ ଭଲଭାବି ସବୁବେଳେ ତା’ପାଖରେ ରହିବାକୁ ପ୍ରେରଣା ଦିଏ
ଉଦାହରଣ :
ପ୍ରେମରେ ସ୍ୱାର୍ଥର ସ୍ଥାନ ନଥାଏ
ସମକକ୍ଷ : ଅନୁରଞ୍ଜନ, ଅନୁରାଗ, ମମତ୍ତ୍ୱ, ରାଗ
ଅନ୍ୟ ଭାଷାରେ ଅନୁବାଦ :
वह मनोवृत्ति जो किसी काम, चीज, बात या व्यक्ति को बहुत अच्छा, प्रशंसनीय तथा सुखद समझकर सदा उसके साथ अपना घनिष्ठ संबंध बनाये रखना चाहती है या उसके पास रहने की प्रेरणा देती है।
प्रेम में स्वार्थ का कोई स्थान नहीं होता।A strong positive emotion of regard and affection.
His love for his work.ଅର୍ଥ : ପ୍ରେମପୂର୍ବକ କରାଯାଇଥିବା ପ୍ରାର୍ଥନା
ଉଦାହରଣ :
ରାମ ଓ ଲକ୍ଷ୍ମଣ ଦୁଇଜଣ ସୂର୍ପଣଖାର ପ୍ରଣୟ ନିବେଦନକୁ ପ୍ରତ୍ୟାଖ୍ୟାନ କରିଥିଲେ
ସମକକ୍ଷ : ପ୍ରଣୟ
ଅନ୍ୟ ଭାଷାରେ ଅନୁବାଦ :
प्रणय या प्रेम की प्रार्थना।
राम और लक्ष्मण दोनों ने ही शूर्पनखा के प्रणय निवेदन को ठुकरा दिया।ଅର୍ଥ : ଛୋଟ ଏବଂ ସମବୟସ୍କଙ୍କ ପ୍ରତି ହୃଦୟରୁ ଆସୁଥିବା ପ୍ରେମ
ଉଦାହରଣ :
ପିଲାଙ୍କପାଇଁ ଚାଚା ନେହେରୁଙ୍କର ବହୁତ ସ୍ନେହ ଥିଲା
ଅନ୍ୟ ଭାଷାରେ ଅନୁବାଦ :
A positive feeling of liking.
He had trouble expressing the affection he felt.ଅର୍ଥ : ରୂପ, ଗୁଣ, ସାନ୍ନିଧ୍ୟ, ବା କାମବାସନା କାରଣରୁ ସ୍ତ୍ରୀ ଓ ପୁରୁଷଙ୍କ ମଧ୍ୟରେ ଥିବା ପାରସ୍ପାରିକ ସଂପର୍କ
ଉଦାହରଣ :
କେଦାର ଗୌରୀଙ୍କ ପ୍ରେମ ଅମର ହୋଇ ରହିଛି
ଅନ୍ୟ ଭାଷାରେ ଅନୁବାଦ :
A deep feeling of sexual desire and attraction.
Their love left them indifferent to their surroundings.