ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରିମିୟମ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରିମିୟମ   ବିଶେଷ୍ୟ

ଅର୍ଥ : କୌଣସି ବୀମା ପଲିସି ନିମନ୍ତେ ନିୟମିତ ସମୟ ଅନ୍ତରରେ କିସ୍ତି ଆକାରରେ ପରିଶୋଧ କରା ଯାଉଥିବା ଧନରାଶି

ଉଦାହରଣ : ମୋର ବର୍ତ୍ତମାନ ଭାରତୀୟ ଜୀବନ ବୀମା ନିଗମର ଗୋଟିଏ ବୀମା କିସ୍ତି ପୂରଣ କରିବାର ଅଛି

ସମକକ୍ଷ : ବୀମା କିସ୍ତି


ଅନ୍ୟ ଭାଷାରେ ଅନୁବାଦ :

वह धनराशि जो किसी बीमा पालिसी के लिए एक नियमित समय पर किस्तों में भुगतानित की जाती है।

मुझे अभी भारतीय जीवन बीमा निगम की एक बीमा-किस्त भरनी है।
प्रीमियम, बीमा-किस्त

Payment for insurance.

insurance premium, premium