ଅର୍ଥ : ଶରୀରରେ ଥିବା ପଞ୍ଚବାୟୁ ମଧ୍ୟରୁ ଗୋଟିଏ ଯାହା ମୁଖରେ ସଂଚରଣ କରେ
ଉଦାହରଣ :
ପ୍ରାଣବାୟୁ ଶରୀର ନିମନ୍ତେ ଅତ୍ୟନ୍ତ ମହତ୍ତ୍ୱପୂର୍ଣ୍ଣ କାରଣ ଏହାଦ୍ୱାରା ଶରୀରର ଚେତନା ରହେ
ସମକକ୍ଷ : ପ୍ରାଣବାୟୁ
ଅନ୍ୟ ଭାଷାରେ ଅନୁବାଦ :
शरीर में स्थित पंचवायु में से एक जो मुख प्रदेश में संचरण करती है।
प्राण वायु शरीर के लिए अत्यन्त महत्त्वपूर्ण है क्योंकि शरीर में चेतनता इसी के द्वारा रहती है।ଅର୍ଥ : ପ୍ରାୟଃ ସର୍ବତ୍ର ଚଳମାନ ଏକ ତତ୍ତ୍ୱ ଯାହା ସାରା ପୃଥିବୀରେ ବ୍ୟାପ୍ତ ଏବଂ ଯେଉଁଥିରେ ପ୍ରାଣୀ ଶ୍ୱାସ ନେଇଥାନ୍ତି
ଉଦାହରଣ :
ପବନ ଅଭାବରେ ଜୀବନ କଳ୍ପନା କରାଯାଇପାରିବ ନାହିଁ
ସମକକ୍ଷ : ଅନିଳ, ଜୀବନ, ପବନ, ବାୟୁ, ମରୁତ, ସମୀର
ଅନ୍ୟ ଭାଷାରେ ଅନୁବାଦ :
प्रायः सर्वत्र चलता रहने वाला वह तत्व जो सारी पृथ्वी पर व्याप्त है और जिसमें प्राणी साँस लेते हैं।
हवा के अभाव में जीवन की कल्पना नहीं की जा सकती।ଅର୍ଥ : ପ୍ରାଣୀମାନଙ୍କର ସେହି ଚେତନ ଶକ୍ତି ଯେଉଁଥିପାଇଁ ସେ ଜୀବିତ ରହନ୍ତି
ଉଦାହରଣ :
ଶରୀରରୁ ପ୍ରାଣର ବର୍ହିଗମନ ହେଉଛି ମୃତ୍ୟୁ
ସମକକ୍ଷ : ଜୀବ, ଜୀବନ, ଜୀବନ ଶକ୍ତି, ପ୍ରାଣଶକ୍ତି
ଅନ୍ୟ ଭାଷାରେ ଅନୁବାଦ :
The vital principle or animating force within living things.
spirit