ଅର୍ଥ : ପ୍ରଦୂଷଣରେ ପୂର୍ଣ୍ଣ
ଉଦାହରଣ :
କଳ କାରଖାନାରୁ ବାହାରୁଥିବା ଧୂଆଁ ବାତାବରଣକୁ ପ୍ରଦୂଷିତ କରୁଛି
ଅନ୍ୟ ଭାଷାରେ ଅନୁବାଦ :
प्रदूषण से भरा हुआ।
कल-कारखानों से निकले धुएँ से प्रदूषित वातावरण के कारण यहाँ के लोगों को श्वास रोग हो रहे हैं।Rendered unwholesome by contaminants and pollution.
Had to boil the contaminated water.