ଅର୍ଥ : କୌଣସି ବସ୍ତୁ ଆଦି ଦେଉଥିବା ବ୍ୟକ୍ତି ବା ଯେ କିଛି ଦିଏ
ଉଦାହରଣ :
କେହି ଦେଲାବାଲା ଥିଲେ ମୁଁ ରାସନ ଦୋକାନରୁ ଖାଲି ହାତରେ ଫେରି ନଥାନ୍ତି
ସମକକ୍ଷ :
ଦାତା, ଦେଲାବାଲା
ଅନ୍ୟ ଭାଷାରେ ଅନୁବାଦ :
कोई वस्तु आदि दिलाने वाला व्यक्ति या वह जो कुछ दिलाए।
कोई दिलवैया होता तो मैं राशन की दुकान से खाली हाथ नहीं आता।
दिलवैया