ଅର୍ଥ : ପ୍ରଦର୍ଶନ କରିବାର ସ୍ଥାନ
ଉଦାହରଣ :
ପ୍ରଦର୍ଶନୀରେ ହସ୍ତଶିଳ୍ପର ପ୍ରଦର୍ଶନୀ ଚାଲୁଛି
ସମକକ୍ଷ : ପ୍ରଦର୍ଶନାଳୟ
ଅନ୍ୟ ଭାଷାରେ ଅନୁବାଦ :
प्रदर्शन करने का स्थान।
प्रदर्शनालय में हस्तशिल्प प्रदर्शनी चल रही है।ଅର୍ଥ : ଲୋକମାନଙ୍କୁ ଦେଖାଇବାପାଇଁ ଭିନ୍ନ ଭିନ୍ନ ଜିନିଷଗୁଡ଼ିକୁ ଗୋଟିଏ ଜାଗାରେ ରଖିବାର କ୍ରିୟା
ଉଦାହରଣ :
ଏହିଠାରେ ହସ୍ତଶିଳ୍ପର ପ୍ରଦର୍ଶନୀ ଚାଲିଛି
ଅନ୍ୟ ଭାଷାରେ ଅନୁବାଦ :
A collection of things (goods or works of art etc.) for public display.
exhibition, expo, exposition