ଅର୍ଥ : ବିରୋଧରେ ବସୁଥିବା ପକ୍ଷ
ଉଦାହରଣ :
ଆଜି ଦ୍ବିପହରରେ ବିପକ୍ଷମାନେ ସଦନ ବର୍ଜନ କଲେ
ସମକକ୍ଷ : ବିପକ୍ଷ, ବିରୋଧୀପକ୍ଷ
ଅନ୍ୟ ଭାଷାରେ ଅନୁବାଦ :
विरोध में बैठनेवाला पक्ष।
आज दोपहर बाद विपक्ष ने सदन का वहिष्कार किया।A body of people united in opposing something.
oppositionଅର୍ଥ : ଯିଏ ପ୍ରତିବାଦ କରେ
ଉଦାହରଣ :
ଅଦାଲତରେ ପ୍ରତିବାଦୀ ବାଦୀଙ୍କ ଯୁକ୍ତିର ଖଣ୍ଡନ କଲେ
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ଯିଏ ବିପକ୍ଷ ସହ ସମ୍ବଦ୍ଧିତ ବା ବିପକ୍ଷର
ଉଦାହରଣ :
ଆଜି ସଂଧ୍ୟାବେଳେ ବିପକ୍ଷ ଦଳର ବୈଠକ ହେଉଛି
ସମକକ୍ଷ : ପ୍ରତିପକ୍ଷୀୟ, ବିପକ୍ଷ, ବିପକ୍ଷୀୟ
ଅନ୍ୟ ଭାଷାରେ ଅନୁବାଦ :
जो विपक्ष से संबंधित हो या विपक्ष का हो।
आज शाम विपक्षीय दल की बैठक हो रही है।