ଅର୍ଥ : କୌଣସି କାମରେ ଯେକୌଣସି ଯାଗାକୁ ଯାଉଥିବା ପ୍ରତିନିଧିମାନଙ୍କ ଦଳ
ଉଦାହରଣ :
ପ୍ରତିନିଧାୟନଙ୍କ ସ୍ୱାଗତ ବଡ଼ ଧୂମଧାମରେ କରାଗଲା
ଅନ୍ୟ ଭାଷାରେ ଅନୁବାଦ :
प्रतिनिधियों का वह दल जो किसी काम के लिए कहीं जाए।
प्रतिनिधायन का स्वागत बड़ी गर्मजोशी से हुई।ଅର୍ଥ : ପ୍ରତିନିଧି ରୂପେ କାହାକୁ ବା କିଛି ଲୋକଙ୍କୁ ଭୋଜନପାଇଁ କହିବା
ଉଦାହରଣ :
ସଂସ୍ଥା ମୋତେ ମଧ୍ୟ ପ୍ରତିନିଧାୟନ ରୂପେ ନିର୍ବାଚିତ କରିଛନ୍ତି
ଅନ୍ୟ ଭାଷାରେ ଅନୁବାଦ :
प्रतिनिधि के रूप में किसी को या कुछ लोगों को कहीं भेजने की क्रिया।
संस्था ने मुझे भी प्रतिनिधायन के लिए चुना है।