ପୃଷ୍ଠା ଠିକଣା କପି କରନ୍ତୁ ଟ୍ୱିଟରରେ ଅଂଶୀଦାର କରନ୍ତୁ ହ୍ୱାଟସ୍ ଆପ୍ ରେ ଅଂଶୀଦାର କରନ୍ତୁ ଫେସବୁକରେ ଅଂଶୀଦାର କରନ୍ତୁ
ଗୁଗଲ୍ ପ୍ଲେରେ ଯାଆନ୍ତୁ
ସମକକ୍ଷ ଏବଂ ବିପରୀତ ଶବ୍ଦ ସହିତ ଓଡ଼ିଆ ଅଭିଧାନରୁ ପ୍ରଚାରକ ଶବ୍ଦର ଅର୍ଥ ଏବଂ ଉଦାହରଣ ।

ପ୍ରଚାରକ   ବିଶେଷ୍ୟ

ଅର୍ଥ : କୌଣସି କାର୍ଯ୍ୟ, ବସ୍ତୁଆଦିର ପ୍ରଚାର କରୁଥିବା ବ୍ୟକ୍ତି

ଉଦାହରଣ : ଲୋକମାନଙ୍କୁ ସଚେତନ କରିବା ପାଇଁ ପ୍ରଚାରକମାନେ ଦଳ ଦଳ ହୋଇ ଗ୍ରାମରେ ବୁଲୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

किसी काम, वस्तु आदि का प्रचार करने वाला व्यक्ति।

कुछ असमाजिक तत्वों ने एक विशेष दल से संबंधित प्रचारकों पर हमला कर दिया।
प्रचारक

A person who disseminates messages calculated to assist some cause or some government.

propagandist

ଅର୍ଥ : କୌଣସି ସିଦ୍ଧାନ୍ତ, ମତ, ବା ବିଚାରକୁ ସଂଗଠିତ ରୂପେ ପ୍ରଚାର କରିବା ବ୍ୟକ୍ତି

ଉଦାହରଣ : ମତଦାନ ପୂର୍ବରୁ ପ୍ରଚାରକ ଗାଁ ଗାଁ ବୁଲି ପ୍ରଚାର କରୁଥିଲେ


ଅନ୍ୟ ଭାଷାରେ ଅନୁବାଦ :

किसी सिद्धांत, मत या विचारों का संगठित रूप से प्रचार करने वाला व्यक्ति।

चुनाव से पूर्व अधिप्रचारक गाँवों का दौरा कर रहे हैं।
अधिप्रचारक

A person who disseminates messages calculated to assist some cause or some government.

propagandist

ପ୍ରଚାରକ   ବିଶେଷଣ

ଅର୍ଥ : ପ୍ରଚାର କରିବା ବ୍ୟକ୍ତି

ଉଦାହରଣ : ଜଣେ ପ୍ରଚାରକ ନେତା ଗାଁ ଗାଁ ବୁଲି ନିଜ ଦଳପାଇଁ ପ୍ରଚାର କରୁଛି

ସମକକ୍ଷ : ପ୍ରଚାରକାରୀ


ଅନ୍ୟ ଭାଷାରେ ଅନୁବାଦ :

प्रचार करने वाला।

एक प्रचारक नेता गाँव-गाँव घूमकर अपने दल का प्रचार कर रहा है।
प्रचारक, प्रचारी