ଅର୍ଥ : ଯେଉଁ ଅବସ୍ଥାରେ କେତେକ ବସ୍ତୁ ବା ବିଷୟ ବାରମ୍ବାର ବ୍ୟବହାରରେ ଆସେ କିମ୍ବା ପ୍ରଚଳିତ ରହେ
ଉଦାହରଣ :
ଆଜିକାଲି ସହରମାନଙ୍କରେ ପଶ୍ଚିମୀ ବସ୍ତ୍ରର ପ୍ରଚଳନ ବଢ଼ୁଛି
ଅନ୍ୟ ଭାଷାରେ ଅନୁବାଦ :
ଅର୍ଥ : ନୂଆ ନିୟମ,କର ଆଦି ପ୍ରସ୍ତୁତ କରିବା ପ୍ରକ୍ରିୟା
ଉଦାହରଣ :
ନୂଆ ସରକାର ଆସିବାମାତ୍ରେ ହିଁ ନୂଆ କର ଅଧିରୋପଣ କଲେ
ସମକକ୍ଷ : ଅଧିରୋପଣ, ପ୍ରବର୍ତ୍ତନ
ଅନ୍ୟ ଭାଷାରେ ଅନୁବାଦ :