ସଦସ୍ୟତା ନିଅନ୍ତୁ
ପୃଷ୍ଠା ଠିକଣା କ୍ଲିପବୋର୍ଡରେ କପି ହୋଇଛି ।
ଅର୍ଥ : ପ୍ରଖର ହେବାର ଅବସ୍ଥା ବା ଭାବ
ଉଦାହରଣ : ବିଦ୍ୱାନଙ୍କ ବୁଦ୍ଧିର ପ୍ରଖରତା ସହଜରେ ପରୀକ୍ଷା କରାଯାଇପାରିବ
ସମକକ୍ଷ : ତୀକ୍ଷଣତା, ପ୍ରଖରତା
ଅନ୍ୟ ଭାଷାରେ ଅନୁବାଦ :हिन्दी English
प्रखर होने की अवस्था या भाव।
A quick and penetrating intelligence.
ଅର୍ଥ : ଗତି ବଢ଼ିବାର ଅବସ୍ଥା
ଉଦାହରଣ : ପବନ ବହୁତ ବେଗରେ ବହୁଅଛି
ସମକକ୍ଷ : ଉଗ୍ରତା, ଜୋର, ତୀବ୍ରତା, ପ୍ରବଳତା, ବେଗ
तेज़ होने की अवस्था।
High level or degree. The property of being intense.
ସଂସ୍ଥାପନ କରନ୍ତୁ